ଶିଶୁଂକୁ ଭାଷା ଶିକ୍ଷା

ଓଡ଼ିଆ ସାହିତ୍ୟ

ଶିଶୁଂକୁ ଭାଷା ଶିକ୍ଷା
ପ୍ରତି ଘର ହେଲେ ଶିଶୁ ଶିକ୍ଷାଳୟ ମାଆବାପା ହେଲେ ଶିକ୍ଷକ ନିଶ୍ଚୟ ଜ୍ଞାନର ତପନ ହୋଇବ ଉଦୟ ସ୍ବଭାଷା ମହତ୍ତ୍ୱ ହେବନାହିଁ କ୍ଷୟ ନିଶ୍ଚିହ୍ନ ହୋଇବ ଜ୍ଞାନ ବ୍ୟବସାୟ ଗୁରୁଜନ ମିଶି କରଂତୁ ନିର୍ଣୟ ଘରେ ଥାଇ ଶିଶୁ କରୁ ଜ୍ଞାନାର୍ଜନ ଦକ୍ଷତା ଦେଖାଇ ବିତାଉ ଜୀବନ ଏହି ପ୍ରସଂଗରେ ନିଜ ମତାମତ ଭାଷୀଏ କରାଂତୁ ମୋର ଦୃଷ୍ଟିଗତ କରିବା ସମସ୍ତ ବିଷୟ ବିଚାର ତହିଁର ସାରାଂଶ କରିବା ସଂଚାର ସୁବିଚାର ଲୋଡ଼ା ଏହି କାମ ପାଇଁ ଆଗ୍ରହୀ ହୋଇ ମୁଁ ଦେଉଛିଁ ଜଣାଇ

What's Your Reaction?

like

dislike

love

funny

angry

sad

wow